ସମବାୟ କତା ନିଗମ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ : ଘୋଷଯାତ୍ରା ପାଇଁ ଦଉଡ଼ି ମିଳିବନି!

ଭୁବନେଶ୍ୱର : ଆଉ ୨୦ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ରଥ ତିଆରି କାମ ଅଧା ସରିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ରଥ ଟାଣିବା ପାଇଁ ଦଉଡ଼ି ତିଆରି ହୋଇପାରିନି। ତିନି ରଥ ପାଇଁ କତାରେ ତିଆରି ୧୪ଟି ଦଉଡ଼ି ଆବଶ୍ୟକ। ହେଲେ ତିଆରି ହୋଇଛି ମାତ୍ର ୫ଟି। ଆହୁରି ୯ଟି ଦଉଡ଼ି ସମେତ କଡର୍ନରେ ବ୍ୟବହୃତ ୧୨ଟି ଦଉଡ଼ି ତିଆରି ହୋଇନାହିଁ। ଘୋଷଯାତ୍ରା ମୁଣ୍ଡ ଉପରେ ଥିବା ବେଳେ ଓଡ଼ିଶା … Continue reading ସମବାୟ କତା ନିଗମ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ : ଘୋଷଯାତ୍ରା ପାଇଁ ଦଉଡ଼ି ମିଳିବନି!